ନଗଦ ଗଣନା

ନୂଆଦିଲ୍ଲୀ: ଆୟକର ବିଭାଗ ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରେ ଚଢାଉ କରି ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି।…