ଆଜିର ଖବର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହାଣିଲେ ଦୁର୍ବୁତ୍ତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆପଡା ଥାନା ନଛିପୁର ଛକ ନିକଟରେ ଭଗବାନ ପରିଡା ନାମକ ଜଣେ ଯୁବକକୁ ଦୁର୍ବୁତ୍ତମାନେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।…