ଆଜିର ଖବର ଭାରସାମ୍ୟ ହରାଇ ତାମ୍ପରା ହ୍ରଦରେ ବୁଡ଼ିଗଲା ଡଙ୍ଗା: ଭାଉଜ ମୃତ, ନଣନ୍ଦ ଉଦ୍ଧାର ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ହୁମର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟାମ୍ପରା ହ୍ରଦରେ ଡଙ୍ଗା ବୁଡି ଭାଉଜର ମୃତ ହୋଇଥିବା ବେଳେ ନଣନ୍ଦକୁ…