ଆଞ୍ଚଳିକ ନନ୍ଦକିଶୋର ମେମୋରିଆଲ ଫୁଟବଲ ଜର୍ସି ଉନ୍ମୋଚନ ଭୁବନେଶ୍ୱର: ସିଟି ବ୍ଲକ ଏବଂ କିଟ୍ର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୩ ତାରିଖ ଠାରୁ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ କିଟ୍ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ।…