ଆଜିର ଖବର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କାରରେ ଧକ୍କା ହେଲେ ଯୁବକ!: ମୃତ ଘୋଷଣା କଲେ ଡାକ୍ତର କଲିକତା: ପଶ୍ଚିମବଙ୍ଗର ପୁରବା ମେଦିନୀପୁର ଜିଲ୍ଲାର ଚାନ୍ଦିପୁରରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କାରରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶେଖ ଇସ୍ରାଫିଲ…