ଆଜିର ଖବର ଆଜି ବିଜେଡିର ହେବ ଶକ୍ତି ବୃଦ୍ଧି, ଜାଣନ୍ତୁ ଏହାର କାରଣ ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବ। ଏହାର କାରଣ ହେଲା ଆଜି ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ବିଜେଡିରେ ସାମିଲ ହେବେ।…