ଆଜିର ଖବର ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ ଦିଲ୍ଲୀପ ରାୟ, କିଛି ହେଉଛି କି ? ଭୁବନେଶ୍ବର: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହି ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ବଡ ଚର୍ଚ୍ଚା। କାରଣ…