ଆଜିର ଖବର Train Accident Update: ଆଜି ଦୁର୍ଘଟଣା ସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସ୍ଥଳ ଗସ୍ତରେ ଯିବେ। ସେଠାରେ ରାତି ତମାମ ଚାଲିଥିବା ଉଦ୍ଧାର କାର୍ଯ୍ୟ ତଦାରଖ…