ଆଜିର ଖବର ମଙ୍ଗଳବାରରେ ମା ତାରିଣୀଙ୍କୁ ଦର୍ଶନ କରି ହିଞ୍ଜିଳି ପାଇଁ ଆଜି ନାମାଙ୍କନ ଦାଖଲ କରିବେ ନବୀନ ଭୁବନେଶ୍ବର: ଆଜି ମଙ୍ଗଳବାରରେ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି…