ଆଜିର ଖବର ନିଲାମ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ୧୨୦୦ ଉପହାର, ନମାମି ଗଙ୍ଗା ମିଶନକୁ ଯିବ ଟଙ୍କା ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ୧୨୦୦ ରୁ ଅଧିକ ଉପହାର ସେପ୍ଟେମ୍ବର ୧୭ ତାରିଖରୁ ନିଲାମ ହେବାକୁ ଯାଉଛି। ଏଥିସହ ଏଥିରୁ ପ୍ରାପ୍ତ…