ନଳକୂପ

ସୀତାରାମ ଅଗ୍ରୱାଲ ବାଣପୁର: ଖବର ପ୍ରସାରଣ ହେବାର ତିନି ଘଣ୍ଟା ମଧ୍ୟରେ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ସ୍ଥାପିତ ହେଲା ନୂତନ ନଳକୂପ।…