ଅପରାଧ ଟାଙ୍ଗୀ: ଏକ୍ସପାଏରୀ ଇଂଜେକସନ ନେଇ ନାବାଳକ ଗୁରୁତର, ଭୁବନେଶ୍ବର ସ୍ଥାନାନ୍ତରିତ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ନାବାଳକ ଏକ୍ସପାଏରୀ ଇଂଜେକସନ ନେବାରୁ ଗୁରୁତର ହୋଇପଡିଛନ୍ତି। ପରେ…