ଆଜିର ଖବର ବ୍ୟାଟରେ ଧମକା କରି ଇତିହାସ ରଚିଲେ ନାରାୟଣ: ବିଶ୍ଵର ପ୍ରଥମ ଖେଳାଳି ଭାବେ କଲେ ଏହି ରେକର୍ଡ ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ତାମିଲନାଡୁର ବ୍ୟାଟ୍ସମ୍ୟାନ୍ ନାରାୟଣ ଜଗଦୀଶନ୍ ବ୍ୟାଟ୍ ରେ ଧମକା କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ନାରାୟଣ…