ନାଶିକ୍-ପୁଣେ ରାଜପଥ

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାଶିକ୍-ପୁଣେ ରାଜପଥ ଅତିକ୍ରମ କରୁଥିବା ମହିଳାମାନଙ୍କୁ ଦ୍ରୁତ ଗତିରେ ଆସୁଥିବା ଏସୟୁଭି ଧକ୍କା ଦେଇଛି।…