ଆଜିର ଖବର ଅକ୍ଟୋବର ୨୦ ସୁଦ୍ଧା ନାସିକରୁ ଦିଲ୍ଲୀକୁ ରେଳ ରେକ୍ ଯୋଗେ ଆସିବ ୧୬୦୦ ମେଟ୍ରିକ ଟନ୍ ପିଆଜ, ଦର କମିବ ନୂଆଦିଲ୍ଲୀ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ (ଏନସିସିଏଫ୍) ଦ୍ୱାରା କ୍ରୟ…