ଅନ୍ତରାଷ୍ଟ୍ରୀୟ ନିରବ ମୋଦୀଙ୍କୁ ଭାରତ ଆଣିବାର ରାସ୍ତା ସଫା, ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନରେ ଖାରଜ ହେଲା ଆବେଦନ ନୂଆଦିଲ୍ଲୀ: ବ୍ରିଟେନର ପ୍ରତ୍ୟର୍ପଣ ବିରୋଧରେ ଭାରତର ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଶେଷ ଆବେଦନ ଆଜି ଖାରଜ ହୋଇଯାଇଛି। ଏହା ସହ ନିରବ ମୋଦୀଙ୍କୁ ଭାରତ…