ଆଜିର ଖବର ଆଜିଠୁ ଅହମ୍ମଦାବାଦରେ ନିର୍ଣ୍ଣାୟକ ଲଢେଇ, ଜାଣନ୍ତୁ ମ୍ୟାଚ୍ ପୂର୍ବରୁ ପିଚ୍ ରିପୋର୍ଟ ଏବଂ ଖେଳାଳି ଏକାଦଶ ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ଠାରୁ ଅହମ୍ମଦାବାଦରେ ଆରମ୍ଭ ହେବାକୁ ଯାଉଛି। ତିନୋଟି ମ୍ୟାଚ୍ ଏପର୍ଯ୍ୟନ୍ତ ଏହି କ୍ରମରେ ଖେଳାଯାଇଛି। ଏହି ତିନୋଟି…