ଆଜିର ଖବର ଶିକ୍ଷକ ଡେପୁଟେସନ୍ ନିର୍ଦ୍ଦେଶାନାମା ରଦ୍ଦ ଦାବୀ: ସରକାର ନ ଶୁଣିଲେ ବିଦ୍ୟାଳୟରେ ତାଲା ମାରିବାକୁ ଧମକ କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ଶିକ୍ଷକ ଅଭାବ ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା…