ଜାତୀୟ ଖବର ଉତ୍ତରାଖଣ୍ଡରେ କେଜ୍ରିୱାଲଙ୍କ ବଡ ନିର୍ବାଚନ ପ୍ରତିଶୃତି: ବେକାରୀଙ୍କୁ ମିଳିବ ୫ ହଜାର ଟଙ୍କା ଭତ୍ତା ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ହଲଦ୍ଵାନି ଗସ୍ତ ସମୟରେ ଆଜି ଏକ ବଡ଼ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ଆମ୍…