ନିର୍ବାଚନୀ ପରାଜୟ

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପଛରେ ସହଯୋଗୀ ଡିଏମକେ ନେତାଙ୍କର ହିନ୍ଦୁ ଧର୍ମପ୍ରତି ଅପମାନଜନକ ବୟାନ ଏକ ପ୍ରମୁଖ କାରଣ…