ଜାତୀୟ ଖବର ମହାରାଷ୍ଟ୍ରର ବିଧାନସଭା ବାଚସ୍ପତିଙ୍କୁ ବଡ ଝଟକା, ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ଼ ଝଟକା ଲାଗିଛି। ୧୨ ଜଣ ବିଜେପି ବିଧାୟକଙ୍କୁ ଗୃହର ପ୍ରକ୍ରିୟାରୁ ଏକ ବର୍ଷ ପାଇଁ ନିଲମ୍ବନ…