ଆଜିର ଖବର ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ନୂଆବର୍ଷ ଭେଟି: ଜାନୁଆରୀ ୧୩ ରେ ହେବ ନୂଆ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୩ ଜାନୁଆରୀ ୨୦୨୪ ରେ ଗୋପୀନାଥପୁର ନୀଳଗିରି ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାକୁ ସବୁଜାପତାକା ପ୍ରଦର୍ଶନ କରି ଶୁଭାରମ୍ଭ, ବାଲେଶ୍ୱର-ଗୋପୀନାଥପୁର…