ଜାତୀୟ ଖବର ଇସ୍ରାଏଲରେ ଫସି ରହିଥିବା ନୁସରତ ଭରୁଚଙ୍କ ମିଳିଲା ସନ୍ଧାନ: ସ୍ଵଦେଶ ଫେରିବା ପାଇଁ ବ୍ୟବସ୍ଥା କରୁଛି ଦୂତାବାସ ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚଙ୍କ ବିଷୟରେ ଖବର ଆସିଥିଲା ଯେ, ସେ ଇସ୍ରାଏଲରେ ଫସି ରହିଛନ୍ତି। ତାଙ୍କ ସହ କୌଣସି ଯୋଗାଯୋଗ…