ଜାତୀୟ ଖବର ବାରଶହ ଡାକ୍ତରଙ୍କୁ ନିଯୁକ୍ତି ଦେଇ ବାଲେଶ୍ବର ଟ୍ରାଜେଡି କଥା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର: ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣା ପରେ ନିଆଯାଇଥିବା ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶାବାସୀଙ୍କୁ ପ୍ରଶଂସା କରିବା ସହ…