ଆଜିର ଖବର କ୍ୟାପଟେନ ଅମରିନ୍ଦର ସିଂଙ୍କ ନୂଆ ଦଳ ସହିତ ମେଣ୍ଟ କରିବ ବିଜେପି!: ପଞ୍ଜାବ ପ୍ରଭାରୀ ଦୁଶ୍ୟନ୍ତ ଗୌତମ ନୂଆଦିଲ୍ଲୀ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏକାଠି ହୋଇପାରନ୍ତି। କ୍ୟାପଟେନ ଅମରିନ୍ଦର ସିଂଙ୍କ…