ଆଜିର ଖବର ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା ଢେଙ୍କାନାଳ: ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷରୁ ଦୁଇଟି ନୂତନ ସ୍ନାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ସେଗୁଡ଼ିକ ହେଲା କର୍ପୋରେଟ୍ ଯୋଗାଯୋଗ ଏବଂ ବ୍ରାଣ୍ଡ୍…