ଆଜିର ଖବର ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ୪୭ ମୃତ ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ବିପର୍ଯ୍ୟୟ ଜାରି ରଖିଛି। ପ୍ରତିଦିନ ହଜାର ହଜାର ନୂତନ ସଂକ୍ରମଣ ମାମଲା ବାହାରକୁ ଆସୁଛି, ଯେଉଁଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ…