ବିଶେଷ ଖବର ନେହେରୁ ମେମୋରିଆଲ୍ ର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ଆପତ୍ତି: ବିଜେପି କହିଲା, “ପି”ର ଅର୍ଥ କେବଳ “ପରିବାର” ନୂଆଦିଲ୍ଲୀ: ଦିଲ୍ଲୀରେ ଅବସ୍ଥିତ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (NMML) ର ନାମ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହାକୁ ପ୍ରଧାନମନ୍ତ୍ରୀ ମେମୋରିଆଲ୍ ସଂଗ୍ରହାଳୟ…