ଅପରାଧ ପ୍ରୟାଗରାଜରେ ପହଞ୍ଚିଲା ଅତିକ୍ ଅହମ୍ମଦଙ୍କ ଯାନ: ୨୪ ଘଣ୍ଟା ମଧ୍ୟରେ ସମାପ୍ତ ହେଲା ଯାତ୍ରା ନୂଆଦିଲ୍ଲୀ: ଗୁଜୁରାଟର ସାବରମତି ଜେଲରୁ ପ୍ରୟାଗରାଜକୁ ଅଣାଯାଇଥିବା ମାଫିଆ ଅତିକ୍ ବର୍ତ୍ତମାନ ନୈନି କେନ୍ଦ୍ରୀୟ ଜେଲରେ ପହଞ୍ଚିଛନ୍ତି। ମାଫିଆ ଅତିକ୍ ଙ୍କୁ ଆଣିଥିବା ୟୁପି ପୋଲିସ୍ ଯାନ…