ଆଜିର ଖବର ଏଥର ଐତିହାସିକ କଟକ ବାଲିଯାତ୍ରାରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବାରେ ପୁଣି ସଫଳ ଭୁବନେଶ୍ଵର: ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ, ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପଡିଆରେ ‘ଜୀ ସାର୍ଥକ’ର…