ଆଜିର ଖବର ଓସିଏଲ୍ ଚକ୍ରାନ୍ତରେ ଆଦିବାସୀ, ପୋଲିସ୍ ସାଜିଛି ହାତବାରିସୀ ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ୫ଟି ପଞ୍ଚାୟତର ଆଦିବାସୀମାନେ ନିଜ ଜମିର ସୁରକ୍ଷା, ଓସିଏଲ୍ ନିର୍ଯ୍ୟାତନାରୁ ରକ୍ଷା ପାଇବା ଏବଂ ପୋଲିସ୍ର ଅତ୍ୟାଚାରରୁ ବର୍ତ୍ତିବା…