ବିଶେଷ ଖବର ଭୁବନେଶ୍ୱରରେ ଜାତୀୟ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ପାଇଁ ସହଯୋଗ କରିବ ଓଡିଶା ସରକାର: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରେ ଖୁବ୍ଶୀଘ୍ର ଓଡିଶାରେ ଦେଶର ୪ର୍ଥ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ଶାଖା ଖୋଲିବାକୁ ଯାଉଛି ।…