ଆଜିର ଖବର ବିଜେପି ସହିତ ରହି ୨୫ ବର୍ଷ ନଷ୍ଟ କଲା ଶିବସେନା, ହିନ୍ଦୁତ୍ୱ ଉପରେ ବଡ଼ ବିବୃତ୍ତି ଦେଲେ ଉଦ୍ଧବ ଠାକରେ ମୁମ୍ବାଇ: ରବିବାର ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଜେପିକୁ ଟାର୍ଗେଟ କରିଛନ୍ତି। ରାଜନୈତିକ ଲାଭ ପାଇଁ ବିଜେପି ହିନ୍ଦୁତ୍ୱ ବ୍ୟବହାର କରୁଥିବା…