ଆଜିର ଖବର ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନୂତନ ଭାବରେ ପ୍ରଚଳିତ ୟୁନିଫାଏଡ୍ ପେନସନ୍ ସ୍କିମ୍ (UPS) ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ (NPS) କୁ ଏକକାଳୀନ ଏକ-ପାଖ ପରିବର୍ତ୍ତନ…