ଆଜିର ଖବର ପଞ୍ଜାବ ରାଜନୀତିରେ ନୂଆ ମୋଡ଼, ଆଜି ସନ୍ଧ୍ୟାରେ ଅମିତ ଶାହାଙ୍କୁ ଭେଟିପାରନ୍ତି କ୍ୟାପଟେନ ଅମରିନ୍ଦର ସିଂ ନୂଆଦିଲ୍ଲୀ: ପଞ୍ଜାବର ରାଜନୀତି ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। କ୍ୟାପଟେନ ଅମରିନ୍ଦର ସିଂ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବାର ସମ୍ଭାବନା ରହିଛି।…