ଆଜିର ଖବର ବିଜୟା ଦଶମୀରେ ଚାଲିଗଲେ ପ୍ରଖ୍ୟାତ ସଂଗୀତଜ୍ଞ ପଣ୍ଡିତ ଛନ୍ନୁଲାଲ ମିଶ୍ର ନୂଆଦିଲ୍ଲୀ: ପଦ୍ମ ବିଭୂଷଣ କଣ୍ଠଶିଳ୍ପୀ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କର ଆଜି ଉତ୍ତର ପ୍ରଦେଶର ମିର୍ଜାପୁରରେ ଦୀର୍ଘ ଅସୁସ୍ଥତା…