ଆଜିର ଖବର ମାତ୍ର 148 ଦିନରେ 100 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ କଲା ପୂର୍ବତଟ ରେଳପଥ ଭୁବନେଶ୍ୱର: 2024-25 ଆର୍ଥିକ ବର୍ଷର 26 ଅଗଷ୍ଟ ପର୍ଯ୍ୟନ୍ତ ମାତ୍ର 148 ଦିନ ମଧ୍ୟରେ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ 100.57 ନିୟୁତ ଟନ୍ (MT)…