ପଣ୍ୟମ ଶିବାନନ୍ଦ

ନୂଆଦିଲ୍ଲୀ: ଆଜି ମୁମ୍ବାଇରେ ଗୁଗୁଲର କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଫୋନ ଆସିଥିଲା, ​​ଯେଉଁଥିରେ ଫୋନ କରୁଥିବା ବ୍ୟକ୍ତି ପୁଣେର ଗୁଗୁଲ୍ ଅଫିସରେ ଏକ ବୋମା ରଖାଯାଇଥିବା କହିଥିଲା।…