ଆଜିର ଖବର ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ପ୍ରତି ଘରେ ତ୍ରିରଙ୍ଗା ଉଡାଇବା ନିମନ୍ତେ ପତାକା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ଖୋର୍ଦ୍ଧା: ପ୍ରତି ଘରେ ତ୍ରିରଙ୍ଗା ଉଡାଇବା ନିମନ୍ତେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ୱାର୍ଡ ଅଫିସରମାନଙ୍କୁ ଜାତୀୟ ପତାକା ପ୍ରଦାନ କରାଯାଇଛି। ବିଭିନ୍ନ ୱାର୍ଡରେ ଥିବା ଘର…