ଆଜିର ଖବର ନାହିଁ ନାହିଁ ରେ ଚାଲିଛି ବାଣପୁର ବ୍ଲକ : ଖାଲିପଡିଛି ୬୪ ରୁ ୨୩ ଟି ପଦ ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଦେଖାଦେଇଛି ସରକାରୀ କର୍ମଚାରୀଙ୍କ ଘୋର ଅଭାବ । ବ୍ଲକ କାର୍ଯ୍ୟାଳୟରେ ବହୁ ବିଭାଗୀୟ ପଦବୀଗୁଡ଼ିକ ଖାଲିପଡିଥିବା…