ଜାତୀୟ ଖବର ପଦମପୁର ପ୍ରଚାରରେ କାହିଁକି ଗଲେ, ମଂଜ କଥାଟି କହିଲେ ନବୀନ ପଟ୍ଟନାୟକ ଭୁବନେଶ୍ବର: ଆଜି ପଦମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ…