ଆଞ୍ଚଳିକ ବାଣପୁର ବ୍ଲକର ଦୁଇଟି ପଞ୍ଚାୟତରେ ଏହି ସବୁ ଗ୍ରାମକୁ ସଟ ଡ଼ାଉନ ଘୋଷଣା କଲେ ସରପଞ୍ଚ ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତର କେତୋଟି ଗ୍ରାମକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି…