ପଦ୍ମପୁର ପ୍ରଚାରରେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପଦମପୁର ନିର୍ବାଚନମଣ୍ଡଳୀର ତିନିଟି ସ୍ଥାନରେ ପ୍ରଚାର କରିବେ। ସେଗୁଡିକ ହେଲା…