ଆଜିର ଖବର ଡାକ୍ତରଖାନାରୁ ମିଳିଲାନି ଶବବାହକ ଗାଡ଼ି: ରାତିସାରା ବର୍ଷା, ପବନରେ ୧୦ ଘଣ୍ଟା ପଡି ରହିଲା ମୃତ ଦେହ କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଦୀର୍ଘ ୧୦ ଘଣ୍ଟା ଧରି ଏକ ମୃତ ଦେହ ପଡି ରହିଥିବା ଦେଖିବାକୁ ମିଳିଛି। ରେଢାଖୋଲ…