ପରାଜିତ ପ୍ରାର୍ଥୀଙ୍କ ବୈଠକ

ଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀମାନଙ୍କର ବୈଠକ କରିଥିଲେ। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନବୀନ ପରାଜୟର…