Categories
ଆଜିର ଖବର ଜାତୀୟ ଖବର

ଶକ୍ତି କ୍ଷେତ୍ରରେ ହୋଇଥିବା ୧୧ଟି ପରିବର୍ତ୍ତନକାରୀ ସଂସ୍କାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷ ମଧ୍ୟରେ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ହୋଇଥିବା ୧୧ଟି ପରିବର୍ତ୍ତନକାରୀ ସଂସ୍କାର ଉପରେ ଏକ ଆଲେଖ୍ୟ ଶେୟାର କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ଦ୍ୱାରା ଲିଖିତ ଏହି ଆଲେଖ୍ୟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“କେନ୍ଦ୍ରମନ୍ତ୍ରୀ ୧୧ଟି ପରିବର୍ତ୍ତନକାରୀ ସଂସ୍କାର ଉପରେ ଆଲୋକପାତ କରିଛନ୍ତି – ଏହାକୁ ନିଶ୍ଚୟ ପଢ଼ନ୍ତୁ!”