ଆଜିର ଖବର ମମତାଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ନଥିଲା, ବରଂ ଏହା ଏକ ଦୁର୍ଘଟଣା ଥିଲା: ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ କଲିକତା: ନନ୍ଦୀଗ୍ରାମ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଆହତ ହେବା ପରେ ନିଜେ ମମତା ଏବଂ ତୃଣମୂଳ କଂଗ୍ରେସର ଦଳୀୟ…