ଜାତୀୟ ଖବର ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ ନୂଆଦିଲ୍ଲୀ: ଗତ କିଛି ସପ୍ତାହ ମଧ୍ୟରେ ଚିନି ମୂଲ୍ୟ ବୃଦ୍ଧି ପାଇଛି। ୨୦ ଜୁଲାଇ, ୨୦୨୬ରେ ଏହା କିଲୋଗ୍ରାମ ପିଛା ୪୮ ଟଙ୍କା ୧୮ ପଇସାରୁ ବୃଦ୍ଧି…