ଆଜିର ଖବର ଭୁବନେଶ୍ୱର ଏବଂ ପଲାସା ମଧ୍ୟରେ ଚାଲୁରହିଥିବା ଅମୃତ ଷ୍ଟେସନର ଅଗ୍ରଗତି ସମୀକ୍ଷା ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଇତିମଧ୍ୟରେ ଭୁବନେଶ୍ୱର-ପଲାସା ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି। ତାଙ୍କ ସହିତ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ,…