ଜାତୀୟ ଖବର ସଂସଦରେ ଅନୁପ୍ରବେଶକାରୀଙ୍କ ଉପରେ ହେବ ପଲିଗ୍ରାଫି ଟେଷ୍ଟ!, କୋର୍ଟରୁ ଅନୁମତି ମାଗିଲା ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ: ସଂସଦରେ ଅନୁପ୍ରବେଶ କରିଥିବା ଅଭିଯୁକ୍ତଙ୍କ ପଲିଗ୍ରାଫି ପରୀକ୍ଷା କରିବାକୁ ଦିଲ୍ଲୀ ପୋଲିସ ପ୍ରସ୍ତୁତ ହେଉଛି। ଏଥିପାଇଁ ଦିଲ୍ଲୀ ପୋଲିସ ଦିଲ୍ଲୀର ପଟିଆଲା କୋର୍ଟରୁ ଅନୁମତି ମାଗିଛି।…